28.1 C
Bhubaneswar
Saturday, July 27, 2024
Homeଅପରାଧଷଷ୍ଠ ଶ୍ରେଣୀ ନାବାଳିକାଙ୍କ ସହ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଷଷ୍ଠ ଶ୍ରେଣୀ ନାବାଳିକାଙ୍କ ସହ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଦେବରିଆ ଜିଲ୍ଲାର ଏକ ଗାଁରେ ରହୁଥିବା ଷଷ୍ଠ ଶ୍ରେଣୀର ନାବାଳିକାକୁ ତାଙ୍କ ପଡୋଶୀ ଘରେ ରହୁଥିବା ଜଣେ ଯୁବକ ୮ ମାସ ତଳେ ଘରେ କେହି ନଥିବାର ସୁଯୋଗ ଦେଖି ଦୁଷ୍କର୍ମ କରିଥିଲା । ଏହି ଘଟଣା ସେତେବେଳେ ଲୋକ ଲୋଚନକୁ ଆସିଥିଲା ଯେବେ ନାବାଳିକା ଜଣଙ୍କ ପେଟରେ ଖୁବ ଯନ୍ତ୍ରଣା ହେବା ଆରମ୍ଭ ହେଲା । ଲୋକଲଜ୍ଜ୍ୟା ଡରରେ ପିଡୀତା ଜଣଙ୍କ କାହାକୁ ଏହି ସମ୍ପର୍କରେ କହିନଥିଲେ ।

ପିଡୀତାର ପରିବାରବର୍ଗ ଡାକ୍ତରଖାନା ନେଇ ଦେଖାଇବାରୁ ଜଣାପଡିଥିଲା ଯେ, ସେ ଗର୍ଭବତୀ ଅଛନ୍ତି । ୨୮ ଫେବୃଆରୀକୁ ଏକ ପ୍ରାଇଭେଟ ହସ୍ପିଟାଲରେ ନାବାଳିକା ଜଣକ ଏକ କନ୍ୟାକୁ ଜନ୍ମ ଦେଇଥିଲେ ଓ ନବଜାତ ଶିଶୁ ଟିର ମୃତ୍ୟୁ ହୋଇଯାଇଥିଲା ।

ଘଟଣାଟି ସାମନାକୁ ଆସିବା ପରେ ଆରୋପୀ ପକ୍ଷ ତରଫରୁ ନାବାଳିକା ପରିବାରକୁ ୩ ଲକ୍ଷ ଟଙ୍କା ଦେଇ ମାମଲାକୁ ଚପାଇ ଦେବା ପାଇଁ ପ୍ରୟାସ କରାଯାଇଥିଲା ।

ଏହାପରେ ପିଡୀତା ଜଣକ ତହରୀର ଠାରେ ଥିବା ରୁଦ୍ରପୁର ପୋଲିସ ଥାନରେ ଅଭିଯୋଗ କରିଛନ୍ତି । ଏହି ମାମାଲାକୁ ଗୁରୁତର ନେଇ ପୋଲିସ ଆରେପୀକୁ ଗିରଫ କରିନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking