30.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ , ଶିକ୍ଷକ ଅଟକ

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ , ଶିକ୍ଷକ ଅଟକ

କଟକ : କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗତ ୯ ତାରିଖରେ ମାଲଗୋଦାମ ଥାନା ଅଞ୍ଚଳକୁ ଡାକି ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପିଡୀତାଙ୍କ ପରିବାରର ଅଭିଯୋଗ ପରେ ଶିକ୍ଷକଙ୍କୁ ଅଟକ ରଖାଯାଇଛି ।  ଏହାସହ ପୋଲିସ ଏବେ ତନାଘନା ଆରମ୍ଭ କରିଛି ।

ତେବେ ଶିକ୍ଷକଙ୍କ କଳାକାରନାମା ସାମନାକୁ ଆସିଛି । ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଧୁପାଟଣାର ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ସଂମ୍ପୃକ୍ତ ଶିଖକଙ୍କୁ ଅଟକ ରଖି ପଚରାଉଚରା ପରେ ଆଜି ତାଙ୍କୁ କୋର୍ଟ ଫରୱାଡ କରାଯାଇପାରେ । ସୂଚନା ଅନୁଯାୟୀ, ଛାତ୍ରୀଙ୍କୁ ସେ ଭୁଲେଇ ଗାଡିରେ ନେଇଯାଇଥିଲେ ଓ ମାଲଗୋଦାମ ଠାରେ ଏକ ହୋଟେଲରେ ରଖିଥିଲେ ଓ ଦୁଷ୍କର୍ମ କରିଥିଲେ ।  ଛାତ୍ରୀ ଜଣକ ତାଙ୍କ ପରିବାର ଲୋକଙ୍କୁ ସବୁକଥା କହିବା ପରେ, ପରିବାର ଲୋକେ ଘଟଣା ସମ୍ପର୍କରେ ବୁଝି ଥାନାରେ ଏତଲା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking