ଭୁବନେଶ୍ୱର: ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଆଇ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ପଦକ୍ଷେପ । କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍, ଦହି, ଆଇସ୍କ୍ରିମ୍ ଯାଞ୍ଚ ହେବ । ସବୁ ରାଜ୍ୟ/କେ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଯାଞ୍ଚ ହେବାର ସୂଚନା । ଦେଶର ସବୁ ଜିଲ୍ଲାରୁ ସାମ୍ପଲ୍ ସଂଗ୍ରହ କରି ଯାଂଚ କରିବ ଏଫଏସଏସଏଆଇ । ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ସାମ୍ପଲ ସଂଗ୍ରହ କରି ଯାଞ୍ଚ କରିବ । ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆର ସୂଚନା ।