29.4 C
Bhubaneswar
Thursday, May 15, 2025
Homeଓଡିଶାମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ

ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ

ଭୁବନେଶ୍ୱର: ଛତିଶଗଡ ବିଜାପୁରରେ ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଛି । ସିଆରପିଏଫର କୋବ୍ରା ଓ ଏସଟିଏଫ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମୃତାହାତ ସମ୍ପର୍କରେ ଏବେ ଯାଏଁ କିଛି ପତା ମିଳୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking