27.8 C
Bhubaneswar
Sunday, May 18, 2025
Homeଓଡିଶାରାଜଧାନୀରେ ମେଟ୍ରୋ ସେବା, ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ କାମ

ରାଜଧାନୀରେ ମେଟ୍ରୋ ସେବା, ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ କାମ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ମେଟ୍ରୋ କାମ । ଭୁବନେଶ୍ୱରରେ ମେଟ୍ରୋ କାମ ନେଇ ଏହି ବଡ ଖବର ସାମ୍ନାକୁ ଆସିଛି । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରାମର୍ଶ ନିଆଯାଇଛି । ପରାମର୍ଶ ଆଧାରରେ ପ୍ରସ୍ତୁତ ହେଉଛି ଡିପିଆର । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking