28.1 C
Bhubaneswar
Friday, July 18, 2025
Homeଓଡିଶାବାଦାମପାହାଡରୁ ଗଡିଲା ମେମୁ

ବାଦାମପାହାଡରୁ ଗଡିଲା ମେମୁ

ଭୁବନେଶ୍ୱର: ବାଦାମପାହାଡ ଟାଟାନଗର ମେମୁ ନ୍ନେ୍ ଶୁଭାରମ୍ଭ । ବାଦାମପାହାଡ ଷ୍ଟେସନରୁ ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମ । ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଥିବା ସୂଚନା ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ଏହି ଉତ୍ସବରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking