ଭୁବନେଶ୍ୱର : ବରିଷ୍ଠ ନେତା ପ୍ରଭାବ ତ୍ରିପାଠୀଙ୍କର ବିଜେଡିକୁ ତେର୍ଛା ବାଣ ଲଗାଇଛନ୍ତି । ଏକ ଉତ୍ସବରେ ଏକାଧିକ ନେତାଙ୍କ ସହ ଏକାଠି ପରେ ମତ ରଖଛନ୍ତିି । କହିଛନ୍ତି, ମୁଁ ବିଜେଡି ସଦସ୍ୟତା ନବୀକରଣ କରିପାରିନି ବୟସ ଦୃଷ୍ଟିରୁ କରିପାରିନି । ଦଳର ଅଲୋଡା ପ୍ରଶ୍ନରେ କହିଲେ ଲୋକଙ୍କ ପାଖରେ ଅଲୋଡା ହୋଇନି । ଲୋକଙ୍କ ପାଖରେ ଅଲୋଡା ନ ହେବା ଯାଏଁ, ଦଳରେ ଲୋଡା , ଅଲୋଡା କିଛି ମାନେ ନାହିଁ । ଦଳର ସଂଗଠନ କଥା ଦିଗଜ ନେତାମାନେ ବୁଝୁଥିବେ । ପ୍ରତ୍ୟକ୍ଷ ଦାୟିତ୍ୱ ନାହିଁ । ନିର୍ୱାଚନ ପରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲି ।