34.1 C
Bhubaneswar
Saturday, June 14, 2025
Homeଓଡିଶାହଷ୍ଟେଲ ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ହଷ୍ଟେଲ ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ବର: ହଷ୍ଟେଲ ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଫକୀରମୋହନ ସରକାରୀ ମେଡିକାଲ କଲେଜ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ। ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବାପରେ ଛାତରୁ ଡେଇଁ ପଡିଥିବା ସୂଚନା।ଖବର ଅନୁଯାୟୀ, ବାପାଙ୍କ ଠାରୁ ଗତକାଲି ୩୦ ହଜାର ଟଙ୍କା ନେଇଥିଲେ ହିତେଷ୍ଣୁ। ବାପା ଚନ୍ଦ୍ରକାନ୍ତ ଦାସ ପୁଲିସ ବିଭାଗରେ କିରାଣି ଭାବେ ଗତ ଜାନୁଆରୀ ମାସରେ ଅବସର ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking