28.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଯାନ୍ତ୍ରିକ ତ୍ରୁଟି: ଉଡ଼ାଣ ଭରିବା ପରେ ଦିଲ୍ଲୀ ଫେରିଲା ସ୍ପାଇସ୍ ଜେଟ୍ ବିମାନ

ଯାନ୍ତ୍ରିକ ତ୍ରୁଟି: ଉଡ଼ାଣ ଭରିବା ପରେ ଦିଲ୍ଲୀ ଫେରିଲା ସ୍ପାଇସ୍ ଜେଟ୍ ବିମାନ

ନୁଆଦିଲ୍ଲୀ: ଗୁରୁବାର ଦିଲ୍ଲୀରୁ ପାଟନା ଯାଉଥିବା ସ୍ପାଇସ୍ ଜେଟ୍ ବିମାନକୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନକୁ ଦିଲ୍ଲୀ ଫେରିବାକୁ ପଡିଥିଲା । ଏୟାରଲାଇନ୍ସ କହିବା ଅନୁଯାୟୀ, କ୍ରୁ ମେମ୍ବର ଜଣେ ବିମାନରେ ଯାନ୍ତ୍ରିକ ସମସ୍ୟା ସନ୍ଦେହ କରିଥିଲେ, ଯାହା ଫଳରେ ଏହି ନିଷ୍ପତ୍ତି ନିଆଯାଇଛି।ବିମାନ କମ୍ପାନୀ କହିଛି ଯେ ବୋଇଂ 737-8A ବିମାନକୁ ବିସ୍ତୃତ ଯାଞ୍ଚ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି। ବିମାନଟି ବର୍ତ୍ତମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି, ବିମାନ କମ୍ପାନୀ ପାଟନାକୁ ଦ୍ୱିତୀୟ ବିମାନ ଉଡ଼ାଣ ପାଇଁ ବ୍ୟବସ୍ଥା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking