36.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନ‘ବିଗ୍ ବସ୍-୧୬ର ବିଜେତା ହେଲେ ଏମ୍ ସି ଷ୍ଟାନ୍

‘ବିଗ୍ ବସ୍-୧୬ର ବିଜେତା ହେଲେ ଏମ୍ ସି ଷ୍ଟାନ୍

ନୂଆଦିଲ୍ଲୀ: ସବୁବର୍ଷ ବିଗ ବସ ଦେଖିବାକୁ ଚାହିଁକି ବସିଥାନ୍ତି ବିଗବସ ଫ୍ୟାନ୍ସ। ସବୁ ବର୍ଷ ପରି ଏହି ବର୍ଷ ରିୟାଲିଟି ସୋ ବିଗ୍ ବସ୍ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ ବିଗ୍ ବସ୍-୧୬ର ତାର ବିଜେତା ପାଇସାରିଛି। ଦୀର୍ଘ ଚାରି ମାସର ଅପେକ୍ଷାର ଶେଷରେ ଅନ୍ତ ଘଟିଛି। ଝଗଡା, ନନ୍ ଷ୍ଟପ୍ ଡ୍ରାମା, କଣ୍ଟ୍ରୋଭର୍ସି ଭିତରେ ଫାଇନାଲି ବିଗ୍ ବସ୍-୧୬ ର ଟ୍ରଫି ହାତେଇଛନ୍ତି ଏମ୍ ସି ଷ୍ଟାନ୍। ରାପର୍ ଏମ୍ ସି ଷ୍ଟାନ୍ ସମସ୍ତଙ୍କୁ ପଛରେ ପକାଇ ଚଳିତ ବିଗ୍ ବସ୍-୧୬ର ଓ୍ୱିନର୍ ହେବା ସହ ନଗଦ ୩୧ ଲକ୍ଷ ୮୦ହଜାର ଟଙ୍କା ପୁରସ୍କାର ରାଶି ଏବଂ ଏକ ବ୍ରାଣ୍ଡ ନ୍ୟୁ କାର୍ ପାଇଛନ୍ତି ।

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking