ଭୁବନେଶ୍ୱର : ଚଳିତବର୍ଷ ଓଡିଶାରୁ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ଫେବ୍ରୁଆରୀରେ ସର୍ବଆଧିକ ୫୧୩୫.୮୧ କୋଟି ଜିଏସଟି ଆଦାୟ । ୨୦୨୩ ତୁଳନାରେ ୨୦୨୪ରେ ୧୩.୬୪% ଅଧିକ ଜିଏସଟି ଆଦାୟ । ୨୦୨୩ରେ ୪୫୨୯.୩୫ କୋଟି ଜିଏସଟି ଆଦାୟ ହୋଇଥିଲା ।