28.9 C
Bhubaneswar
Tuesday, May 13, 2025
Homeଓଡିଶାଆସନ୍ତା ୩୦ ତାରିଖ ଯାଏଁ ଜନ ଜାଗରଣ ଯାତ୍ରା କରିବ ବିଜେପି

ଆସନ୍ତା ୩୦ ତାରିଖ ଯାଏଁ ଜନ ଜାଗରଣ ଯାତ୍ରା କରିବ ବିଜେପି

ଭୁବନେଶ୍ୱର: ୧୭ ଜିଲ୍ଲାରେ ବିଜେପିର ଗାଁ ଗାଁ  ଚାଲ ଘର ଘର ଚାଲ ଜନ ଜାଗରଣ । ୧୭ ଜିଲ୍ଲାରେ ୮୨ଟି ନିର୍ବାଚନ ମଣ୍ଡଳୀରେ ଅଭିଯାନ କରିଛି ବିଜେପି । ପ୍ରେସମିଟରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସୂଚନା । ଆସନ୍ତା ୩୦ ତାରିଖ ଯାଏଁ ଜାଗରଣ ଯାତ୍ରା କରିବ ବିଜେପି । ବିଭିନ୍ନ ଜାତିଙ୍କୁ ନେଇ ଛୋଟ ଛୋଟ ସଭା କରାଯିବ ବୋଲି ସୂଚନା ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking