28.1 C
Bhubaneswar
Sunday, September 8, 2024
Homeଓଡିଶାଗଞ୍ଜେଇ ଚାଲାଣ: ଦମ୍ପତି ଗିରଫ

ଗଞ୍ଜେଇ ଚାଲାଣ: ଦମ୍ପତି ଗିରଫ

ସୂବର୍ଣ୍ଣପୁର: ଗାଡିରେ ମିଡିଆ ଲେଖି ଗଞ୍ଜେଇ ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି । ସୋନପୁର-ବିନିକା ରାସ୍ତା କର୍ତ୍ତଙ୍ଗ ଛକରୁ ୨୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି । ମଧ୍ୟପ୍ରଦେଶର ଦମ୍ପତିଙ୍କୁ ଗିରଫ କଲା ସୂମର୍ଣ୍ଣପୁର ଅବକାରୀ ଟିମ୍ । ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ରହିଛି ସୂଚନା ।

ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା: ଅଭିଯୁକ୍ତ ଦମ୍ପତ୍ତି ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking