27.1 C
Bhubaneswar
Sunday, August 24, 2025
Homeଓଡିଶାଗଞ୍ଜେଇ ଚୋରା ଚାଲଣ: ୩ ଗିରଫ

ଗଞ୍ଜେଇ ଚୋରା ଚାଲଣ: ୩ ଗିରଫ

କଳାହାଣ୍ଡି: କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ଚାଲିଛି ଗଞ୍ଜେଇ କାରବାର । ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣିଆ ରାକେଟକୁ ଗିରଫ କରିଛି ଅବକାରୀ ବିଭାଗ । ୫ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ଗୋଟିଏ କାରକୁ ଜବତ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ରାମପୁର ଥାନା ପଜିବାହାଳୀ ଛକ ନିକଟରେ ଅବକାରୀ ବିଭାଗର ପାଟ୍ରୋଲିଂ ବେଳେ ଏକ କାରରୁ ୨୨ କେଜି ଗଞ୍ଜେଇ ଜବତ ହୋଇଛି ।

ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଛତିଶଗଡର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମାଫିଆମାନେ ଏହି ଗଞ୍ଜେଇକୁ ମୋହନଗିରିରୁ ଛତିଶଗଡ ରାୟପୁରକୁ ଚାଲାଣ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking