35.1 C
Bhubaneswar
Tuesday, April 23, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ମନମୋହନଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କୁ ମନମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ । ଟାର୍ଗେଟକ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସିବିଆଇ ତଦନ୍ତ ନିର୍ଦ୍ଧେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୈତିକ ସାହାସ ନାହିଁ । ୧୨୦ ଦିନ ତଦନ୍ତରେ କିଛି ହୋଇନି,କେବଳ ଚାର୍ଜସିଟ ଦିଆଯାଇଛି । ଚାର୍ଜସିଟ ଦିଆଯାଇଛି ଯେମିତି ସେ ଖଲାସ ହେବ ବୋଲି କହିଛନ୍ତି ମନମୋହନ ସାମଲ । ପାଗଳ ସାର୍ଟିଫିକେଟ ପାଇଁ ଖୋଜାଖୋଜି ଖୋଜି ଦେଶସାରା ବୁଲି ଫେରିଲେ । ଗୁଳି ଆଜି ପର୍ଯ୍ୟନ୍ତ ମିଳିଲାନି,ସିଏ ଗୁଳି କରିଛି କି ଆଉ କିଏ ତାର ବି ତଦନ୍ତ ହୋଇନି । ମୁଖ୍ୟମନ୍ତ୍ରୀଙ୍କ ସିଧା ସମ୍ପୃକ୍ତି କିଏ କହୁଛନ୍ତି,ସହଯୋଗୀ ସମ୍ପୃକ୍ତ କିଏ କହୁଛନ୍ତି । ଏସବୁର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନମୋହନ ସାମଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking