31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭାରତର ନୂଆ ସାମର୍ଥ୍ୟ ‘ଆତ୍ମନିର୍ଭରତା’ - ମୋଦୀ

ଭାରତର ନୂଆ ସାମର୍ଥ୍ୟ ‘ଆତ୍ମନିର୍ଭରତା’ – ମୋଦୀ

ନୁଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ର ଶେଷ ମନକି ବାତ କହିଛନ୍ତି । ସେ କହିଛନ୍ତି ଭାରତରେ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି । ଯ।।ହାର ନାମ ଆତ୍ମନିର୍ଭରତା । ଭୋକାଲ ଫର ଲୋକାଲ ମାନସିକତାକୁ ବଜାୟ ରଖିବାକୁ ସେ ଦେଶ ବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ଓ କହିଛନ୍ତି ଆମ ଦେଶରେ ଉତ୍ପାଦିତ ଖେଳନାର ଚାହିଦା ବଢୁଛି ଏହା ବିଦେଶୀ ଦ୍ରବ୍ୟ ବିକ୍ରିର ଏକ ବିକଳ୍ପ ଭାବେ କାର୍ଯ୍ୟ କରିବ । ୨୦୨୦ରେ କୋରନା କାଳରେ ଦେଶକୁ ଆସିଥିବା ସବୁ ପ୍ରକାର ସଂକଟକୁ ଦେଶବାସୀ ଦୃଢମନରେ ସାମନା କରିଛନ୍ତି । ଦେଶରେ ହୋଇଥିବା ଜନତା କଫ୍ରୁ୍ୟ ସାରା ବିଶ୍ୱରେ ପ୍ରେରଣା ସାଜିଛି । ଗୀତା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୀତା ଜୀବନର ସବୁ କ୍ଷେତ୍ରରେ ପ୍ରେରଣା ଯୋଗାଇ ଥାଏ । ଜିଜ୍ଞାସା ଥିବା ଯାଏଁ ଗୀତାର ଶିକ୍ଷା ରହିଥିବ । ତେବେ ୨୦୨୧ ରେ ଆହୁରି ଦେଶ ଆହୁରି ଆଗକୁ ବଢିବ ଓ ନୂତନ ଆଶା ଓ ଉନ୍ନତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking