30.1 C
Bhubaneswar
Saturday, May 18, 2024
Homeଓଡିଶାମାଳି ପର୍ବତ ଖନନ ପୁନଃ ଜନଶୁଣାଣି ନିର୍ଦ୍ଦେଶ

ମାଳି ପର୍ବତ ଖନନ ପୁନଃ ଜନଶୁଣାଣି ନିର୍ଦ୍ଦେଶ

ବ୍ୟୁରୋ: କୋରାପୁଟ ମାଳି ପର୍ବତ ଖନନକୁ ନେଇ ପୁନଃ ଜନଶୁଣାଣି କରିବାକୁ ନିର୍ଦ୍ଦେଶ । ଜନଶୁଣାଣି ପାଇଁ ଡିସେମ୍ବର ୭ ସୁଦ୍ଧା ବିଜ୍ଞପ୍ତି ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦଶ । ଜନଶୁଣାଣି ତାରିଖ ନେଇ ବ୍ୟାପକ ଭାବେ ପ୍ରଚାର ପାଇଁ ପ୍ରଶାସନକୁ ନିର୍ଦ୍ଦେଶ । ଜନଶୁଣାଣିରେ ନିରୀକ୍ଷକ ଭାବେ ଜିଲ୍ଲା ଜଜ୍‌, ଲିଗାଲ ସେଲ ସଚିବ ରହିବେ । ଜାନୁୟାରୀ ୧୫ ସୁଦ୍ଧା ଜନ ଶୁଣାଣି ସାରିବାକୁ ନିର୍ଦ୍ଦଶ ଦେଲେ ହାଇକୋର୍ଟ ।

ଲିଫ୍ଟରେ ଫସି ରହିଲେ ୨୦ ମିନିଟ୍‌ରୁ ଅଧିକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking