29.7 C
Bhubaneswar
Wednesday, June 18, 2025
Homeଓଡିଶାମେକ ଇନ ଓଡ଼ିଶା କନକ୍ଲେଭ: ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ

ମେକ ଇନ ଓଡ଼ିଶା କନକ୍ଲେଭ: ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ

ଭୁବନେଶ୍ୱର: ମେକ ଇନ ଓଡ଼ିଶା କନକ୍ଲେଭରେ ମୋଟ୍ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ମେକ ଇନ ଓଡ଼ିଶା କନକ୍ଲେଭe ତୃତୀୟ ଦିନରେ ଏକ ଲକ୍ଷ ୭୦ ହଜାର ୨୬୦ କୋଟି ଟଙ୍କାର ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି ଏଥିରେ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଖଣି ଇସ୍ପାତ କ୍ଷେତ୍ରରେ ୪୬ଟି କୃଷି ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ୪୩ଟି ଆଇଟିରେ ୨୪ଟି ଶକ୍ତି ରିନ୍ୟୁଏବଲ ଏନର୍ଜି କ୍ଷେତ୍ରରେ ୨୨ଟି କେମିକାଲ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଟେକ୍ସଟାଇଲ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ଏଗ୍ରିମାର୍କେଟିଂ ଏଗ୍ରିବିଜନେସ କ୍ଷେତ୍ରରେ ୧୫୦ କୋଟି ଟଙ୍କାର ନିବେଶ ସହିତ ୧୯ଟି ପ୍ରସ୍ତାବ ଗ୍ରହଣ ହୋଇଛି ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦଘାଟନ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି ଏଥିରେ ମୋଟ ହଜାର ୪୨୩ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୪ ହଜାର ୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ମୋଟ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରେସମିଟରେ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking