27.1 C
Bhubaneswar
Friday, October 30, 2026
Homeଓଡିଶାଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ଶୁକ୍ରବାର ରାଜ୍ୟ ସରକାର ୪୨ ଜଣ ଓଏଏସଙ୍କ ମଧ୍ୟରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,

୧. ବିଧାନ ଚନ୍ଦ୍ର ରାୟ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ
୨. ପ୍ରବୀର କୁମାର ନାୟକ – ବାଣିଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୩. ସରୋଜ କୁମାର ରାଉତ- ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୪. ପୂର୍ଣ୍ଣ ଚନ୍ଦ୍ର ଦୋଳାଇ- ବାଣିଜ୍ୟ ଓ ପରିବହନ ବିଭାଗରେ ସରକାରଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୫. ପ୍ରିୟବ୍ରତ ପାଢୀ- ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୬. ପ୍ରକାଶ ଚନ୍ଦ୍ର ବେହେରା- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୭. ସସ୍ମିତା ସାହୁ- ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ନିୟୁକ୍ତ
୮. ଅନିରୁଦ୍ଧ ପ୍ରଧାନ- ସୁବର୍ଣ୍ଣପୁରର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୯. ଗୀତାଞ୍ଜଳୀ ନାୟକ- ରାଜ୍ୟ ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୧୦. ଦୀପ୍ତି ମହାପାତ୍ର- ଭୁବନେଶ୍ୱର ସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅଫିସର ଭାବେ ନିଯୁକ୍ତ
୧୧. ଅଶୋକ କୁମାର ବେହୁରିଆ- କେନ୍ଦ୍ରାପଡା ଜିଲ୍ଲା ପରିଷଦର ସିଡିଓ ତଥା ଇଓ ଭାବେ ନିଯୁକ୍ତ
୧୨. ଅଜମ୍ବର ମହାନ୍ତି- ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୧୩.ପ୍ରିୟ ଦର୍ଶିନୀ ମଲ୍ଲିକ- ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ
୧୪. ରମେଶ ଚନ୍ଦ୍ର ସେଠୀ- ବିଏମସିରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୧୫.ଡ. ବିଜୟାନନ୍ଦ ସେଠୀ- ପୁରୀ ଜିଲ୍ଲା ପରିଷଦର ସିଡିଓ ତଥା ଇଓ ଭାବେ ନିଯୁକ୍ତ
୧୬. ଅଞ୍ଜଳିନା ପ୍ରଧାନ- ଶ୍ରମ କର୍ମଚାରୀ ରାଜ୍ୟ ବୀମା ବିଭାଗର ସରକାରଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ
୧୭.ଲମ୍ବୋଦର ଧରୁଆ- ସମ୍ବଲପୁର ଡିୟୁଡିଏର ପିଡି ଭାବେ ନିଯୁକ୍ତ
୧୮.ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ- ଭୁବନେଶ୍ୱର ସ୍ଥିତ ଓଏସଏସସିରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ
୧୯. ପ୍ରତାପ ଚନ୍ଦ୍ର ପ୍ରଧାନ- ନବରଙ୍ଗପୁର ଜିଲ୍ଲା ପରିଷଦର ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ
୨୦. ବିରଞ୍ଚି ନାରାୟଣ ଦରୱାନ- ବୌଦ୍ଧର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ
୨୧. ପ୍ରାଚୀ ମହାପାତ୍ର- ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ
୨୨. ମନୋଜ ପାତ୍ର- ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତ
୨୩. ସୁଜାତା ଶୁଭ ଦର୍ଶିନୀ-ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ସ୍ୱତନ୍ତ୍ର ଭୂ- ଅର୍ଜନ ଅଧିକାରୀ ଭାବେ ନିଯୁକ୍ତ
୨୪. ଧୀରେନ୍ଦ୍ର କୁମାର ସେଠୀ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ
୨୮. ପ୍ରଣତି ପ୍ରିୟଦର୍ଶିନୀ ରାଉତ- କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ
୨୯.ଅରୁଣ କୁମାର ନାୟକ- ପୁରୀ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ
୩୦. ଉମା ଶଙ୍କର ଦଳାଇ- ଭୁବନେଶ୍ୱର ସ୍ଥିତ ଓଏସଏସସିରେ ଉପ- ସଚିବ ଭାବେ ନିଯୁକ୍ତ
୩୧.ବିଜୟ କୁମାର ବେହେରା- କେନ୍ଦ୍ରାପଡା ଜିଲ୍ଲା ପରିଷଦରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଭାବେ ନିଯୁକ୍ତ
୩୨. କର୍ଣ୍ଣଦେବ ସମାଦ୍ଦାର- ସୁନ୍ଦରଗଡ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ନିଯୁକ୍ତ
୩୩. ଡ. ପଲ୍ଲବୀ ସ୍ୱାଇଁ- ଗଞ୍ଜାମ ଜିଲ୍ଲା ପରିଷଦରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ
୩୪. ଜ୍ୟୋତିପ୍ରକାଶ ସେଠୀ- ଭୁବନେଶ୍ୱର ସ୍ଥିତ ଓ ସି ଏ ସି ରେ ଓ ଏସ ଡି ଭାବରେ କାର୍ଯ୍ୟ ଜାରି ରଖିବେ
୩୫. ଧର୍ମରାଜ ମାଝୀ- କଳାହାଣ୍ଡି ଆଇଟିଡିଏର ପିଏ ଭାବେ ନିଯୁକ୍ତ
୩୬. ହୃଦାନନ୍ଦ ଆଡ୍ଡା- କରଞ୍ଜିଆ ଆଇଟିଡିଏର ପିଏ ଭାବେ ନିଯୁକ୍ତ
୩୭. ସ୍ୱାଗତ ଦାସ- ବାରଙ୍ଗର ବିଡିଓ ଭାବେ କାର୍ଯ୍ୟ ଜାରି ରଖିବେ
୩୮. ଜ୍ୟୋତିକାନ୍ତ ଭୁଜ ବଳ- କେନ୍ଦ୍ରାପଡାର ଉପଜିଲ୍ଲାପାଳ ଭାବେ ନିଯୁକ୍ତ
୩୯. ସମ୍ବିତ ଶତପଥୀ- ମିଶନ ଶକ୍ତି ବିଭାଗର ଉପ ସଚିବ ଭାବେ ନିଯୁକ୍ତ
୪୦.ପୁଷ୍ପକ କୁମାର ପ୍ରଧାନ- କେନ୍ଦୁଝରର ଉପଜିଲ୍ଲାପାଳ ଭାବେ ନିଯୁକ୍ତ

୪୧. ପ୍ରତାପ ପ୍ରୀତିମୟ- ଢେଙ୍କାନାଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ
୪୨. ଆଶୁତୋଷ ସାମଲ- ସାର୍ବଜନୀନ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking