27.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ର ରାୀଜନୀତି ରେ ନାଟକୀୟ ମୋଡ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କଲେ ଫଡନାଭିସ । ମିଳିତ ପ୍ରେସ ମିଟରେ ସିନ୍ଦେଙ୍କ ଉପସ୍ଥିତିରେ ଫଡନାଭିସ ଙ୍କ ଘୋଷଣା । ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଆଜି ସନ୍ଧ୍ୟା ୭.୩୦ ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ବିଜେପି ତାଙ୍କୁ ସମର୍ଥନ କରିବ। ସେ କହିଛନ୍ତି ଯେ ଆମେ ରାଜ୍ୟପାଳଙ୍କୁ ସିନ୍ଦେ ଦଳ ଏବଂ ବିଜେପି ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛୁ। ଫଡନାଭିସ୍ ବିଜେପି ତରଫରୁ ଏକନାଥ ସିନ୍ଦେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking