19.1 C
Bhubaneswar
Monday, January 20, 2025
Homeଓଡିଶାସୁସ୍ଥ ହେଉଛନ୍ତି ମହାପ୍ରଭୁ : ଜ୍ୱର ଲାଘବ ପାଇଁ ଲାଗି ହେବ ଦଶମୂଳ ମହୌଷଧୀ

ସୁସ୍ଥ ହେଉଛନ୍ତି ମହାପ୍ରଭୁ : ଜ୍ୱର ଲାଘବ ପାଇଁ ଲାଗି ହେବ ଦଶମୂଳ ମହୌଷଧୀ

ପୁରୀ:ସୁସ୍ଥ ହେଉଛନ୍ତି ମହାପ୍ରଭୁ । ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଶ୍ରୀଜିଉଙ୍କ ଉପଚାର । ଫୁଲୁରୀ ତେଲ ଏବଂ ଓଷ ଲାଗି ସତ୍ୱେ ଛାଡିନି ଜ୍ୱର । ସ୍ନାନପୂର୍ଣ୍ଣିମାଠାରୁ ଶ୍ରୀଜିଉମାନେ ଅନବସରରେ ରହି ଉପଚାର ହେଉଛନ୍ତି । ଜ୍ୱର ଲାଘବ କରିବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶରେ ମହାପ୍ରଭୁଙ୍କ ପାଇଁ ଆଜି ଶ୍ରୀମନ୍ଦିରକୁ ଦଶମୂଳ ଓଷ ଆସିବ । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଆସିଥାଏ ଏହି ଔଷଧ । ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ଆଜି ମଧ୍ୟରାତିରେ ଦଶମୂଳ ମହୌଷଧୀ ଲାଗି କରାଯିବ । ଏହା ସହିତ ଅଣସର ଦଶମୀ ଅବସରରେ ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking