29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶମନ୍ଦିରରେ ଶବ୍ଦ ପ୍ରଦୂଷଣ କରୁଛି ଲାଉଡ ସ୍ପିକର , ଆଇଏଏସଙ୍କ ମନ୍ତବ୍ୟକୁ ନେଇ ଝଡ...

ମନ୍ଦିରରେ ଶବ୍ଦ ପ୍ରଦୂଷଣ କରୁଛି ଲାଉଡ ସ୍ପିକର , ଆଇଏଏସଙ୍କ ମନ୍ତବ୍ୟକୁ ନେଇ ଝଡ ସୃଷ୍ଟି  

ମଧ୍ୟପ୍ରଦେଶ : ମନ୍ଦିରରେ  ଲାଉଡ ସ୍ପିକର ଉପରେ  ଜଣେ ଆଇଏଏସ  ଅଧିକାରୀ ଦେଇଥିବା ବୟାନକୁ  ନେଇ ବିବାଦ ଉପୁଜିଛି ।  ଏନେଇ ସଂସ୍କୃତି  ବଚାଓ  ମଞ୍ଚ ମାର୍ଟିନଙ୍କ  ବିରୁଦ୍ଧରେ  ପ୍ରତିବାଦ କରିବାକୁ  ଚେତାବନୀ  ଦେଇଛି । ଏଥିସହ ମାର୍ଟିନଙ୍କ ସୋଶାଲ ମିଡିଆ ପୋଷ୍ଟକୁନେଇ  ଭିନ୍ନ ଭିନ୍ନ ମତ ଆସୁଛି । ମଧ୍ୟ ପ୍ରଦେଶର ଜଣେ ବରିଷ୍ଠ ଆଇଏସ ଅଫିସର  ଶୈଳବାଳା ମାର୍ଟିନ କହିଥିଲେ  ମନ୍ଦିରରେ ଲାଉଡ ସ୍ପିକର ପାଇଁ ଶବ୍ଦ ପ୍ରଦୂଷଣ ହେଉଛି ।  ଧାର୍ମିକ ଦୃଷ୍ଟିକୋଣରୁ  ଶବ୍ଦ ପ୍ରଦୂଷଣକୁନେଇ ସମସ୍ତେ ନିରପେକ୍ଷ ଭାବରେ  ଚିନ୍ତା କରିବା ଉଚିତ । ଗତ ସପ୍ତାହରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ  ଡିଜେ ମ୍ୟୁଜିକର ତାଳେ ତାଳେ ନାଚି ବାରୁ ଜଣେ ୧୩ ବର୍ଷ ନାବାଳକର ମୃତ୍ୟୁ ହେବା ମଧ୍ୟରେ ଏପରି ମନ୍ତବ୍ୟ  ଦେଇଛନ୍ତି ଆଇଏଏସ ଅଧିକାରୀ ମାର୍ଟିନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking