ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମ୍ରୁ ଲୁଟ୍ । ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍ରୁ ଲୁଟ୍ । ଗ୍ୟାସ କଟକରେ କାଟି ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଥିବା ସୂଚନା । ଘଟଣା ସ୍ଥଳରେ ପହଞ୍ôଚଲା ଲିଙ୍ଗରଜ ଥାନା ପୋଲିସ, ଛାନଭିନ୍ ଜାରି ।