ଭୁବନେଶ୍ୱର : ୪ ତାରିଖ ରାତିରୁ ଦକ୍ଷିଣ ଓଡିଶାରେ ବାର୍ଷା ଆରମ୍ଭ ହୋଇଯିବ । ୫ରୁ ବର୍ଷା ବଢିବ , କିଛି ଜାଗାରେ ପ୍ରବଳ ବର୍ଷା ହେବ , ୬ରେ ବି ବର୍ଷିବ । ବର୍ଷା ଅଧିକ ହେଲେ ବି ପବନ ବିଶେଷ ଅଥିକ ହେବ ନାହିଁ । ଓଡିଶରେ ୩୫ ରୁ ୪୫ କିମି ବେଗରେ ପବନ ବହିପାରେ । ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ, ପରିବା ନଷ୍ଟ ହୋଇପାରେ । ମତ୍ସ୍ୟଜୀବୀମନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯାଆନ୍ତୁନି ।