32.1 C
Bhubaneswar
Sunday, May 19, 2024
Homeଓଡିଶାନାରାୟଣ ରେଡ୍ଡୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ନାରାୟଣ ରେଡ୍ଡୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ସୂଚନା ରହିଛି । ତଳକୋର୍ଟଙ୍କ ଧାର୍ଯ୍ୟ ଜରିମାନା ଉପରେ ହାଇକୋର୍ଟଟଙ୍କ ରହିତାଦେଶ । ରହିତାଦେଶ ସହ ତଳକୋର୍ଟଙ୍କୁ ରେକର୍ଡ ତଲବ କଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ନାରାୟଣ ରେଡ୍ଡୀ । ପୋଲିସ ହତ୍ୟା ମାମଲାରେ ଆଜୀବନ ଜେଲକୁ ଚାଲେଂଜ କରିଥିଲେ । ଜେଲ ମାମଲାର ଶୁଣାଣି ବାକି ଥିବା ବେଳେ ଜରିମାନା ଉପରେ ରହିତାଦେଶ ।

ସାପ କାମୁଡାରେ ଜଣେ ବ୍ୟକ୍ତି ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking