28.1 C
Bhubaneswar
Friday, September 20, 2024
Homeଓଡିଶାବଜ୍ରାଘାତ ନେଲା ହାତୀର ଜୀବନ

ବଜ୍ରାଘାତ ନେଲା ହାତୀର ଜୀବନ

ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରେ ପୁଣି ଦନ୍ତା ହାତୀ ମୃତ୍ୟୁ । ବଡମ୍ବା ରେଞ୍ଜ ଅନ୍ତର୍ଗତ ଅରଣ୍ଡା ବିଟ୍ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦନ୍ତା ହାତୀଟିର ବୟସ ୩୫ ବର୍ଷ ହୋଇଥିବା ବେଳେ ବଜ୍ରାଘାତରେ ହାତୀର ମୃତ୍ୟୁ ଘଟିଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ମୃତ ହାତୀଟିର ଗୋଟିଏ ଦାନ୍ତ ନଥିବା ବେଳେ ଗୋଟିଏ ଦାନ୍ତ ରହିଛି । ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତିଙ୍କ କହିବା ଅନୁସାରେ ୧୯/୦୮/୨୦୨୨ରେ ନରସିଂହପୁର ରେଞ୍ଜରେ ଦୁଇ ହାତୀ ମୁହାଁମୁହିଁ ହୋଇ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ହାତୀଟି ବଜ୍ରାଘାତ ଯୋଗୁ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ଆଠଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking