28.3 C
Bhubaneswar
Wednesday, May 14, 2025
Homeଓଡିଶାପତ୍ନୀହନ୍ତାକୁ ଆଜୀବନ ଦଣ୍ଡାଦେଶ

ପତ୍ନୀହନ୍ତାକୁ ଆଜୀବନ ଦଣ୍ଡାଦେଶ

ଧର୍ମଗଡ: ପତ୍ନୀ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଶୁଣାଯାଇଛି । ଦୋଷୀ ଅଗସ୍ତି ମାଝୀକୁ ଆଜୀବନ ଦଣ୍ଡାଦେଶ ଦେଲେ ଏଡିଜେ । ୨୦୧୯ ଜୟପାଟଣା ଥାନା କୁହୁରିଗୁମ୍ମାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ରାକ୍ଷସ ସ୍ୱାମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking