26.1 C
Bhubaneswar
Thursday, September 19, 2024
Homeଓଡିଶାହତ୍ୟା ମାମଲାରେ ୪ ଭାଇଙ୍କୁ ଆଜୀବନ

ହତ୍ୟା ମାମଲାରେ ୪ ଭାଇଙ୍କୁ ଆଜୀବନ

ଚିତ୍ରକୂଟ: ଏକ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଚିତ୍ରକୂଟସ୍ଥିତ ଏକ ଅଦାଲତ ଗୁରୁବାର ୪ ଜଣ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକଙ୍କ ଉପରେ ୧୨,୫୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୧୭ ଜାନୁଆରୀରେ ଏହି ଚାରି ଭାଇ ପାରିବାରିକ କାରଣରୁ ମାମୁଁ ପୁଅ ଭାଇକୁ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking