28.1 C
Bhubaneswar
Sunday, June 23, 2024
Homeଓଡିଶାଆସନ୍ତୁ ଜାଣିବା ଆଜି କେତେ ଅଛି ସୁନା ଦର...

ଆସନ୍ତୁ ଜାଣିବା ଆଜି କେତେ ଅଛି ସୁନା ଦର…

ଭୁବନେଶ୍ୱର : ସୁନା ଦର ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଚିନ୍ତାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା ଆଜି ଭୁବନେଶ୍ବରରେ କେତେ ଅଛି ସୁନାଦର । ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ୭୨,୧୬୦ ଟଙ୍କା ଅଛି । ସେହିଭଳି ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ଦର ରହିଛି ୬୬,୧୫୦ ଟଙ୍କା ରହିଥିବା ବେଳେ ଗ୍ରାମ ପିଛା ୬,୬୧୫ ଟଙ୍କା ରହିଥିବା ବେଳେ ୮ ଗ୍ରାମ ପିଛା ୫୨,୫୬୦ ରହିଛି । ତେବେ ଆଜି କଟକରେ ୨୨ କ୍ୟାରେଟ ୧୦ ଗ୍ରାମ ପିଛା ୬୫,୭୦୦ ଟଙ୍କା ରହିଛି ଗ୍ରାମ ପିଛା ୬,୫୭୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ ପିଛା ୫୨,୫୬୦ ଟଙ୍କା ରହିଛି । ସେହିଭଳି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୧,୬୬୦ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking