27.1 C
Bhubaneswar
Thursday, July 31, 2025
Homeଦେଶ ବିଦେଶକିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍ କରି ଦିଲ୍ଲୀ ଫେରିଲେ ଲାଲୁ

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍ କରି ଦିଲ୍ଲୀ ଫେରିଲେ ଲାଲୁ

ନୂଆଦିଲ୍ଲୀ: ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶନିବାର ସିଙ୍ଗାପୁରରୁ ଦିଲ୍ଲୀ ଫେରିଛନ୍ତି । ଗତ ଅଢ଼େଇ ମାସ ଧରି ସିଙ୍ଗାପୁରରେ ତାଙ୍କର ଚିକିତ୍ସା ଚାଲିଥିଲା । ଏହି ଅବସରରେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିଲା । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ କନ୍ୟା ମୀସା ଭାରତୀ ତାଙ୍କୁ ରିସିଭ୍ କରିଥିଲେ । ଏହି ଅବସରରେ ଲାଲୁ ହାତଯୋଡ଼ି ସମସ୍ତଙ୍କୁ ଅଭିବାଦନ କରିଥିଲେ । ଏହା ପୂର୍ବରୁ ସିଙ୍ଗାପୁରରୁ ଲାଲୁଙ୍କ ଫେରିବା ଫଟୋ ସାମ୍ନାକୁ ଆସିଥିଲା । କନ୍ୟା ରୋହିଣୀ ଆଚାର୍ଯ୍ୟ ନିଜ ଟ୍ୱିଟର୍‌ରେ ଏହି ଫଟୋ ପୋଷ୍ଟ୍ କରିଥିଲେ । ଶୁକ୍ରବାର ରାତିରେ ଲାଗ ଲାଗ ତିନିଟି ଟ୍ୱିଟ୍ କରି ରୋହିଣୀ ସିଙ୍ଗାପୁରରୁ ଲାଲୁଙ୍କ ଦିଲ୍ଲୀ ଫେରିବା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking