31.1 C
Bhubaneswar
Thursday, June 27, 2024
Homeଗୁଡ୍ ଫ୍ରାଇଡେ-୨୦୨୩ଗୁଡ୍ ଫ୍ରାଇଡେ ସମ୍ପର୍କରେ ଜାଣନ୍ତୁ କିଛି ଇତିହାସ..

ଗୁଡ୍ ଫ୍ରାଇଡେ ସମ୍ପର୍କରେ ଜାଣନ୍ତୁ କିଛି ଇତିହାସ..

ଭୁବନେଶ୍ୱର:ଚଳିତ ଥର ଗୁଡ ଫ୍ରାଇଡେ ଏପ୍ରିଲ୍ ୭ ତାରିଖରେ ପଡୁଛି। କେତେକ ସ୍ଥାନରେ ଏହାକୁ ବ୍ଲାକ ଫ୍ରାଇଡେ ଓ ଆଉ କେତେକ ସ୍ଥାନରେ ଗୁଡ ଫ୍ରାଇଡେ ବୋଲି କୁହାଯାଇଥାଏ।
ଇଷ୍ଟର୍ ର ଗୋଟିଏ ଦିନ ପୂର୍ବରୁ ଏହା ପାଳନ କରାଯାଇଥାଏ। ଏହି ଦିନରେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇ ପ୍ରାର୍ଥନା କରନ୍ତି। ଏପରିକି ଗୁଡ ଫ୍ରାଇଡେ ଦିନ ଲୋକମାନେ ଆମିଷ ନଖାଇ ପାରମ୍ପରିକ ଖାଦ୍ୟ ଖାଇଥାନ୍ତି।
ଖ୍ରୀଷ୍ଟଧର୍ମାବଲମ୍ବୀ ଙ୍କ ଅନୁଯାୟୀ ମୃତ୍ୟୁ ପରେ ପ୍ରଭୁ ଯୀଶୁ ପୁନର୍ବାର ଜନ୍ମ ଗ୍ରହଣ କରିଥିଲେ। ଯେଉଁଥିପାଇଁ ଏହି ଦିନକୁ ଗୁଡ ଫ୍ରାଇଡେ କୁହାଯାଇଥାଏ। ଏପରିକି ଏହି ଦିନରେ ଚର୍ଚ୍ଚରେ ଘଣ୍ଟି ବଜାଯାଇନଥାଏ ବର୍ଂ ସ୍ଵତନ୍ତ୍ର ପ୍ରାର୍ଥନା କରାଯାଇଥାଏ।। ୪୦ ଦିନ ଯାଏଁ ଲୋକଙ୍କ ପାଖକୁଯାଇ ଉପଦେଶ ଦେଉଥିଲେଥି । ପ୍ରଭୁ ଯୀଶୁଙ୍କଶୁ ପୁନଃ ପୁ ଜୀବିତ ଘଟଣାକୁଇଷ୍ଟର ରବିବାର ରୂପେ ପାଳନ କରାଯାଏ। ଏଥର ଇଷ୍ଟର ଏପ୍ରିଲ ୪ ତାରିଖରେ ପଡୁଛି। ଏହିଦିହିଦିନ ପ୍ରାତଃ କାଳରେ ପ୍ରାର୍ଥନା ର୍ଥ କରାଯାଇଥାଏ। କାରଣ ଏହି ସମୟରେ ଯୀଶୁଙ୍କଶୁ ପୁନଃ ପୁ ରୁଥାନ ହୋଇଥିଲା ଥି । ଏହି ସମୟକୁସନରାଇଜ ସର୍ଭିସ ମଧ୍ୟ କୁହାଯାଏ। ଗୁଡ୍ଗୁଡ୍ ଫ୍ରାଇଡେ ଦିନ ଇସାଙ୍କ ଅନ୍ତିମ ୭ ବାକ୍ୟକୁସ୍ମରଣ କରାଯାଇଥାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking