38.3 C
Bhubaneswar
Saturday, June 20, 2026
Homeଓଡିଶାଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା

ଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା

ଗଞ୍ଜାମ: ଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା। ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଖସଡ଼ା ଜଳପ୍ରପାତରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି। ଜଳପ୍ରପାତଟି ଏବେ ବିପଦପୂର୍ଣ୍ଣ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଟ କରାଯାଇଛି। ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ପୋଲିସ ୨୪ ଘଣ୍ଟିଆ ପହରା ଦେଉଥିବା ବେଳେ ଗାଁର ଛୋଟ ଛୋଟ ପିଲାମାନେ ବିପଦସଂକୁଳ ଅବସ୍ଥାରେ ଗାଧୋଇବାକୁ ଆସୁଥିବା ଦେଖୁବାକୁ ମିଳିଥିଲା। ପ୍ରାଖୋର ସ୍ରୋତ ଥିବା ହେତୁ ଛୋଟ ଛୋଟ ପିଲାମାନେ ପାଣିରେ ଭାସିଯିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking