30.1 C
Bhubaneswar
Monday, May 20, 2024
Homeଓଡିଶାଶୁଆକାଟି କନ୍ୟା ଆଶ୍ରମ ନିକଟରୁ ଯୁବଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଶୁଆକାଟି କନ୍ୟା ଆଶ୍ରମ ନିକଟରୁ ଯୁବଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଶୁଆକାଟି କନ୍ୟା ଆଶ୍ରମ ନିକଟରୁ ଗଛରେ ଝୁଲନ୍ତା ଅବସ୍ଥା ରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ମୃତ ଯୁବକ ଶୁଆକାଟି ଗ୍ରାମ ର ଗଣେଶ ସାହୁ ଙ୍କ ପୁଅ ରାଜୀବ ଲୋଚନ ସାହୁ ଓରଫ (ରାଜା ) ଗତକାଲି ରାତି ହଟାତ୍ କୌଣସି କାରଣରୁ ଘରୁ ପଳେଇଥିଲେ ପରିବାର ଲୋକ ବହୁତ ଖୋଜାଖୋଜି କରି ପାଇ ନଥିଲେ ଆଜି ସକାଳୁ ଗ୍ରାମବାସୀ ଶୁଆକାଟି କନ୍ୟାଶ୍ରମ ରାସ୍ତା ରେ ଯିବା ସମୟ ଦେଖିବାକୁ ପାଇଥିଲେ କି ଏକ ଶାଗୁଆନ ଗଛରେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଏହା ଦେଖି ଗ୍ରାମବାସି ପରିବାର ଲୋକଙ୍କୁ ଖବର ଦେଇଥିଲେ ଏବଂ ପୋଲିସ କୁ ମଧ୍ୟ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ଶୁଆକାଟି ଫାଣ୍ଡି ଅଧିକାରୀ ଏବଂ ସଦର ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking