22.1 C
Bhubaneswar
Friday, January 10, 2025
Homeଓଡିଶାକଟକଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ

କଟକ:ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ। ୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ। ପଡି ରହିଥିବା ଦରମା ଟଙ୍କା କରାଇଦେବାକୁ ନେଉଥିଲେ ଲାଞ୍ଚ।ଏବିଇଓ ବିପିନ୍‌ ବିହାରୀ ସିଂଙ୍କଠାରୁ ୫ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। କଟକ ଭିଜିଲାନ୍ସ ଡିଭିଜନରେ ଏନେଇ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking