ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଶ ଚତୁର୍ଥୀରେ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟର ଅଫ ପେରିସରେ ପ୍ରତିମୂର୍ତ୍ତି ନିର୍ମାଣକୁ ଅନୁମତି ନାହିଁ। କେବଳ ମାଟିରେ ହିଁ ପ୍ରତିମୃର୍ତ୍ତି ମିର୍ମାଣ ପାଇଁ ଅନୁମତି ରହିଛି। ଏପରି କହିଛନ୍ତି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର୍. ଅଶୋକ। ସେ କହିଛନ୍ତି ଚଳିତ ଗଣେଶ ଚତୁର୍ଥୀ ରାଜ୍ୟରେ ବିନା କୋଭିଡ୍-୧୯ ପ୍ରତିବନ୍ଧକରେ ପାଳନ କରାଯିବ।
ସାମରିକ ଅଭ୍ୟାସ ବନ୍ଦ କରୁନାହିଁ ଚୀନ,ତାଇୱାନକୁ ନାଲି ଆଖି ଦେଖାଉଛି ଡ୍ରାଗନ