31.1 C
Bhubaneswar
Friday, October 18, 2024
Homeଓଡିଶାଏସ୍‌ସିବିରେ କରୁଣ ଦୃଶ୍ୟ; ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ୧୮୨ ଆହତ

ଏସ୍‌ସିବିରେ କରୁଣ ଦୃଶ୍ୟ; ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ୧୮୨ ଆହତ

କଟକ: ବାଲେଶ୍ୱର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ରୋମହର୍ଷକ ଦୃଶ୍ୟ ଦେଖିବାକୁ ମିଳିଥିଲାବେଳେ କାଲି ରାତିଠାରୁ କଟକ ବଡ଼ଡାକ୍ତର ଖାନାରେ ମଧ୍ୟ ଆହତ ମାନଙ୍କ ଆତ୍ମଚିତ୍କାର ଶୁଣିବାକୁ ମିଳିଥିଲା । ଗୁରୁତର ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରୁ ଏସିବିକୁ ଅଣାଯାଉଥିଲା । ଏସ୍‌ସିବି ମେଡିକାଲ୍‌ରେ ରାତିସାରା ଶୁଭୁଥିଲା ଆମ୍ବୁଲାନ୍ସ ସାଇରନ୍‌ର ଶବ୍ଦ । ତେବେ ଏହି ଶବ୍ଦ ଆଜି ଅପରାହ୍ଣରେ ଥମଯାଇଛିି ।

ବର୍ତ୍ତମାନ ସୁଦ୍ଧା ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଆହତଙ୍କ ସଂଖ୍ୟା ୧୮୨ରେ ପହଞ୍ôଚଛି । ଗତକାଲି ରାତି ସୁଦ୍ଧା ୬୨ ଜଣ ଆହତ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ ଆଜି ଅବଶିଷ୍ଠ ଆହତ ଚିକିତ୍ସା ପାଇ ଁ ଭର୍ତ୍ତିହୋଇଛନ୍ତି ।ଭର୍ତ୍ତିହୋଇଥିବା ଆହତମାନେ ହେଲେ- ପ୍ରଶାନ୍ତ ଭୋଇ,ରାମଚନ୍ଦ୍ର ନାୟକ,ମାମିନା ରାଉତ,ଶିବ ପ୍ରସାଦ ମଲ୍ଲିକ, ଲକ୍ଷ୍ମଣ ମହନ୍ତ, ସେକ୍ ଅବଦୁଲ ଖାଜିକ୍‌,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସୁବାସ ଚନ୍ଦ୍ର ମିଶ୍ର,ସୁମନ୍ତ ଜେନା, ବିଶ୍ୱ ରଞ୍ଜନ ପରିଡା,ଅଂଶୁମାନ ଅମିତ୍‌ରାଜ୍ ମଲ୍ଲିକ,ଗଜେନ୍ଦ୍ର ସିଂ,ତାରେଶ୍ୱର ରାଓ,ବିଜୟ,ଅବଦୁଲ୍ ଅଦେ,ସଞ୍ଜୟ ମାଝି,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ରସଲ ଜମାଲ,ଅନନ୍ତ ଚୌଧୁରୀ,ବିବେକ ପାଶୱାନ,ଦୀପକ ପାଶୱାନ,ଧର୍ମେନ୍ଦ୍ର ମାଝି,ସୁବ୍ରତ ହାଲଦାର,ଅବଦୁଲ୍ ରଜାକ,କୁରୁ ହୋ,ଆଲାମ୍ ହୁଦା,କୁମାର ରାଓ,ସଞ୍ଜୟ ପାଶୱାନ, ଦେବାଶିଷ ପାତ୍ର, ବିନୋଦ ଦାସ, ଚୁମନ କୁମାର,କାର୍ତ୍ତିକ ପାଇକ୍‌, ସ୍ୱାଧୀନ ବିଶ୍ୱାଳ, ଜନାର୍ଦ୍ଦନ ପଟ୍ଟନାୟକ, ନିଜାମୁଦିନ୍ ମୋଲା,ଲଲନ୍‌ଭଞ୍ଜ,ଜିତେନ୍ଦ୍ରକୁମାର,ରଞ୍ଜନକୁମାର ରାଉତ,ସୁବ୍ରତ କଲ୍‌ଦାର୍‌,ଏମ୍‌.ବି.ରାଜ, ସୁମନ ଦେହୁରୀ, ପ୍ରେମ୍ ସିଂହ,ସଞ୍ଜିବ୍ ଯାଦବ,ଦେବ ଜେନା,ପୌଲାସ୍ ହେମ୍ବ୍ରମ୍‌,ସଞ୍ଜୟ ମଣ୍ଡଳ,ମିସ୍ତମଲ ଅଲାମ୍‌,ରାଜକୁମାର ମାଝି,ସଞ୍ଜୟ ମଣ୍ଡଳ,ରହିମ୍ ମଣ୍ଡଳ,ମିଥିଲେସ୍ କୁମାର,ମସ୍‌କୁର ଆଲାମ୍‌,ତସ୍‌ମା ପ୍ରସାଦ,ସରୋଜ କୁମାର ବେହେରା, ମହମ୍ମଦ ରଫିକ୍‌,ରଞ୍ଜନ କୁମାର,ଫୈଜୁଲ୍‌, ଅରବିନ୍ଦ ସାନ୍‌,ୱାହବ୍ ସେଖ୍‌,ନବନ୍ଦୁ ଗୋସ୍ୱାମୀ, ରିୟାଜ ଆଫ୍ରିନ୍‌,ସନ୍ତୋଷ କୁମାର ବେନ୍‌,ପ୍ରଭାତ କୁମାର ବେହେରା,ସବ୍ୟସାଚ୍ଚୀ ସାହୁ,ସନ୍ତୋଷ ଯାଦବ,ନୂର୍ ଆକାଶ,ନିଜାଉଦ୍ଦିନ,ସୁକୁଚାନ୍ଦ ସବର, ସୁକଦେବ ମୁର୍ମୁ, ରମ୍‌ଜାନ ମୋଲା,ମୁକେଶ,ଗୌତମ୍ କୁମାର, ରଥ ହାଁସଦା,ଅବଦୁଲ୍ ଅଶସ୍ୱଲ୍ ବାର୍‌,ସବୀର ରୋସନ୍‌,ଦୀପିକା ପାଲି, ଇବ୍ରାହିମ୍ ସେକ୍‌, ବିଶ୍ୱରୂପ ଦେ,ବାପି ,ଶୈଳେଶ ଭାରତୀ,ସୁମିତ ମଣ୍ଡଳ, ମହମ୍ମଦ ଡୁରେ, ବାହାଲ କୁମାର, ନିତେଶ, ରାମାନନ୍ଦ, ପୁଗାଁ, ମଣ୍ଟୁ ସରଦାର, ରବିନ୍ଦ୍ର ବେହେରା, ଶଙ୍କର ଦାସ, ଉଦୟ ବାଗ, ମୁକେଶ ସିଂହ, ଅନିଲ କୁମାର ବେହେରା, ବିରଞ୍ଚି ନାରାୟଣ ନାଥ, ରାଜକିଶୋର ପରିଡା, ସାହେଲ ମୁନସୋର, ଚିତ୍ତରଞ୍ଜନ ଚକ୍ରବର୍ତ୍ତୀ, ଉଷା ଦେବୀ, ଗଦାଧନା ଜେନା, ସବିର ହୁସେନ, ୱାହବ ଶୈକ, ସେକ୍ ସଲିମ, ଲକ୍ଷ୍ମଣ ସାହୁ, ପାଲତୁ ନସ୍କର, ବାପି ପାତ୍ର, ସେକ ପପୁ, ସମିମ ମହମ୍ମଦ, ମନୀଷ କୁମାର, ରିଦୟ ଦାସ, ଶଙ୍କର ଦାସ, ସମାଧାନ ବିକାଶ ସଲକେ, ମହେମହମ୍ମଦ, ରାଜ, ରାକେଶ କୁମାର ଯାଦବ, ସୁରଜ କୁମାର, ସୃଷ୍ଟିଧର ଶବର,ମୁକେଶ କୁମାର, ମଝାର ଖାନ, ତସନୀମ କୌସର, ଆଶିଷ କୁମାର, ଜମିରୁଲ ହୁସେନ, ରବିନ୍ଦ୍ର ବେହେରା, ମହମ୍ମଦ ରବିକ୍‌, ଫୁଲଗନ କାମତ, ନିତେଶ କୁମାର ସିଂହ, ଅନିଲ କୁମାର ବେହେରା, ମିଣ୍ଟୁ ମୁର୍ମୁ, ସମାଇୟାଲ, ରାଜେଶ ମାଝୀ, ମୌସୁମ ସେକ, ଗୌତମ କୁମାର, ନାନୀଗୋପାଳ ବାରିକ, ଦୀପେନ୍ଦୁ ଦାସ, କାଲୁ, ମେହମୁଦ, ଉପେନ୍ଦ୍ର ସାହାଣୀ, ରବିନ୍ଦ୍ର ବେହେରା, ଚୈତନ୍ୟ ହେମ୍ରମ, ରାମାନନ୍ଦ, ମାସାଇଆଲ ନବୀ, ରହିମ ମୁଣ୍ଡା, ରିୟାଜ ଆଜ୍ରିଦ, ପ୍ରକାଶ କୁମାର, ଦୀପକ ମୁଖିଆ, ରାଜେଶ କୁମାର ଜାଭଦିବା, ମାସୁମ ସେକ, ଇନଦାର କୁମାର, ରାହୁଲ କୁମାର, ବିଜୟ କୁମାର ବେହେରା, ମୁକେଶ କୁମାର, ସୟଦ ମନସୁର, ସୋଲେସ ଟୁଡ଼ୁ, ଶୁଶ୍ରୁତ ଶବର, ସୁଧାଂଶୁ ବେହେରା, ମଣ୍ଟୁ ସରଦାର, ସେକ ସଦେନ ଅଲ୍ଲୀ, ରାଜ ମୁର୍ମୁ, ଅମିତ କୁମାର ବେହେରା, ସରୋଜ ସ୍ୱାଇଁ, ସୁଜାତା ବେହେରା, ଉଷା ଦେବୀ, କୁଳମଣି ମଲ୍ଲିକ, ରାଜନ ଭୂୟାଁ, ଅଭିକାନ୍ତ କୁମାର, ରାହୁଲ ପାସୱାନ ଓ ୯ଜଣ ଅଚିହ୍ନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ଆହତମାନଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୮ରୁ ୪୦ବୟସ ମଧ୍ୟରେ ରହିଛି । ଅଧିକାଂଶ ଆହତ ମଲ୍‌ଟିପୁଲ ଇଞ୍ଜୁରୀ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଆହତମାନଙ୍କ ମଧ୍ୟରେ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking