31.1 C
Bhubaneswar
Monday, June 2, 2025
Homeଓଡିଶା୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା

୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କତା । ୫ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି କାଲି ପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବିଜୁଳି ଘଡଘଡି ବର୍ଷା ସହ କୁଆପଥର ବୃଷ୍ଟି ସମ୍ଭାବନା । ରାଜ୍ୟରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଯାଜପୁର, କେନ୍ଦ୍ରପଡା, କଟକ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, ମାଲକାନଗିରି, ଅନୁଗୁଳ, ସୁନ୍ଦରଗଡ, ଢେଙ୍କାନାଳ, ରାୟଗଡା, କୋରାପୁଟ, ପୁରୀରେ ବିଜୁଳି, ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking