28.1 C
Bhubaneswar
Tuesday, April 1, 2025
Homeଓଡିଶାବହୁ ଲୋକଙ୍କୁ ଠକିଛି କୈଫିକ ଖାନ: ପିନାକ ମିଶ୍ର

ବହୁ ଲୋକଙ୍କୁ ଠକିଛି କୈଫିକ ଖାନ: ପିନାକ ମିଶ୍ର

କଟକ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଡକେଇ ଘଟଣା । ପ୍ରେସମିଟରେ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର । ତାନ୍ତ୍ରିକ କୈଫିକ ଖାନ୍ ନାଁରେ ମାମଲା ରୁଜୁ ହୋଇଛି । ବହୁ ଲୋକ ଏଥ ଠକେଇରେ ଶିକାର ହୋଇଥିବା ଜାଣିବାକୁ ପାଇଛୁ । ଯେଉଁମାନେ ଠକେଇର । ଶିକାର ହୋଇଛନ୍ତି ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ପିନାକ ମିଶ୍ର । ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାରେ ସୂଚନା ମିଳିଛି । କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣରେ ଠକିଛି ତାହା ବର୍ତ୍ତମାନ ତଦନ୍ତ ଚାଲିଛି । କୈଫକର ବ୍ୟାଙ୍କ ଆକାଉଣ୍ଡ ଫ୍ରିଜ କରାଯାଇଛି । ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପିନାକ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking