31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶ୫ ବର୍ଷ ଯାଏ ବ୍ୟାନ୍ ଘୋଷିତ ହେଲା ଜେକେଏନ୍‌ଏଫ୍‌

୫ ବର୍ଷ ଯାଏ ବ୍ୟାନ୍ ଘୋଷିତ ହେଲା ଜେକେଏନ୍‌ଏଫ୍‌

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ନ୍ୟାସନାଲ ଫ୍ରଣ୍ଟ୍ (ଜେକେଏନ୍‌ଏଫ୍‌)କୁ କେନ୍ଦ୍ର ସରକାର ଆଜି ୫ ବର୍ଷ ଯାଏ ନିଷିଦ୍ଧ ଘୋଷଣା କରିଛନ୍ତି । ମିଥ୍ୟା ତଥ୍ୟ ଆଧାରେର ଲୋକଙ୍କୁ ଭ୍ରମିତ କରିବା, ସରକାରୀ ବ୍ୟବସ୍ଥା ବେିରାଧେର ହିଂସାକାଣ୍ଡକୁ ପ୍ରବର୍ତ୍ତାଇବା ଏବଂ ସେର୍ବାପରି ଦେଶର ସୁରକ୍ଷା ଓ ସାବର୍ଭେøମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭେିଯାଗେର ଜେକେଏନ୍‌ଏଫ୍ ବେିରାଧେର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦ ନେିରାଧୀ ଆଇନ୍ (ୟୁଏପିଏ) ଆଇନ୍ ବଳେର ଏପ୍ରକାର କେଠାର ପଦେକ୍ଷପ ଗ୍ରହଣ କରିଥିବା ସୂଚନା ମିଳିଛି ।

ସୂଚନୋଯାଗ୍ୟ ଜେକେଏନ୍‌ଏଫ୍‌, କେଠାରପନ୍ଥୀ ହୁରିଅତ୍ କନ୍‌ଫେରନ୍ସର ଅନ୍ୟତମ ସହେଯାଗୀ ସଂଗଠନ ଭୋବ ମଧ୍ୟ ବେଶ୍ ଜଣାଶୁଣା । ଜେକେଏନ୍‌ଏଫ୍‌ର ସଂସ୍ଥାପକ ନାୟିମ୍ ଅହମ୍ମଦ ଖାନ୍‌ଙ୍କୁ ମଧ୍ୟ ଏହି ପରେିପ୍ରକ୍ଷେୀର ହୁରିଅତ୍ ନେତା ବିଚ୍ଛିନ୍ନତାବାଦୀ ନେତା ଭୋବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଭିହିତ କରିଛି ଏବଂ ତାଙ୍କ ବେିରାଧେର ରାଷ୍ଟ୍ରବାଦ ବେିରାଧୀ ଆଇନ୍ ଅନ୍ତଗର୍ତ ମାମଲା ପରିଚାଳନା କରାଯିବା ନେଇ ସ୍ପଷ୍ଟ କରିଛି । ନାୟିମ୍ ଅହମ୍ମଦ ଖାନ୍‌ଙ୍କୁ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଇବା ମାମଲୋର ଏନ୍‌ଆଇଏ ଗତ ୨୦୧୭ ଜୁଲାଇ ୨େ୪ର ଗିରଫ କରିଥିଲା । ସେବଠାରୁ ସେ ଜେଲ୍ର କଏଦୀ ଜୀବନ ଅତିବାହିତ କରିଆସୁଛନ୍ତି । ଜମ୍ମୁ-କାଶ୍ମୀରକୁ ଭାରତକୁ ଅଲଗା କରିବା ଆଭିମୁଖ୍ୟ ନେଇ ଜେକେଏନ୍‌ଏଫ୍ ବେଶ୍ କିଛି ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସବୁପ୍ରକାର ସହାୟତା ଯୋଗାଉଥିବା ନେଇ ପ୍ରମାଣ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking