30.1 C
Bhubaneswar
Sunday, June 8, 2025
Homeଓଡିଶାଝାରସୁଗୁଡ଼ା ଉପନିର୍ବାଚନ: ସପ୍ତମ ରାଉଣ୍ଡରେ ବିଜେଡି ଆଗୁଆ

ଝାରସୁଗୁଡ଼ା ଉପନିର୍ବାଚନ: ସପ୍ତମ ରାଉଣ୍ଡରେ ବିଜେଡି ଆଗୁଆ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ସପ୍ତମ ରାଉଣ୍ଡ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୮,୨୪୬ ଭୋଟରେ ଆଗୁଆ ଅଛନ୍ତି। ସପ୍ତମ ରାଉଣ୍ଡରେ ବିଜେଡିକୁ ୪୦୨୨୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୨୧୯୭୪ ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୨୩୫୯ ଖଣ୍ଡ ଭୋଟ ମିଳିଛି।

ବିଜେଡି- ୪୦୨୨୦
ବିଜେପି-୨୧୯୭୪
କଂଗ୍ରେସ-୨୩୫୯
ଆଗୁଆ: ୧୮,୨୪୬

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking