22.1 C
Bhubaneswar
Thursday, January 9, 2025
Homeବ୍ରେକୀଙ୍ଗଜେଇଇ ମେନ ୨୦୨୧: କାଲି ପ୍ରକାଶ ପାଇପାରେ ଫଳାଫଳ

ଜେଇଇ ମେନ ୨୦୨୧: କାଲି ପ୍ରକାଶ ପାଇପାରେ ଫଳାଫଳ

ନୂଆଦିଲ୍ଲୀ: ଜେଇଇ ମେନ ଫଳାଫଳ ଖୁବଶୀଘ୍ର ପ୍ରକାଶ ପାଇପାରେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ଜାରି ସେଡ୍ୟୁଲ ଅନୁସାରେ, ଫଳାଫଳ ୭ ମାର୍ଚ୍ଚ ଭିତରେ ଘୋଷଣା ହୋଇପାରେ । ଏହା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ୱେବସାଇଟ jeemain.nta ରେ ଦେଖିପାରିବେ । ପ୍ରଥମ ପର୍ଯ୍ୟାୟ ୨୩-୨୬ ଫେବୃୟାରୀ ମଧ୍ୟରେ ଆୟୋଜିତ କରାଯାଇଥିଲା । ଜେଇଇ ମେନ ୨୦୨୧ ୩ଟି ପର୍ଯ୍ୟାୟ ମାର୍ଚ୍ଚ, ଏପ୍ରିଲ ଓ ମେ ରେ ଆୟୋଜିତ କରାଯିବ । ପରୀକ୍ଷାର ଆଗାମୀ ପର୍ଯ୍ୟାୟ ୧୫ରୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ହେବ । ସେଥିପାଇଁ ପଂଜୀକରଣ ଆଜି ସରୁଛି । ଏନଟିଏ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ପେପର ୧ ବିଟେକ ଓ ବିଇ କୋର୍ସେସ ପାଇଁ ୯୫ ପ୍ରତିଶତ ଛାତ୍ର ଓ ବିଆର୍କ ଓ ବି ପ୍ଲାନିଂ( ପେପର ୨) ପାଇଁ ୮୧.୨ ପ୍ରତିଶତ ଆଶାୟୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking