27.8 C
Bhubaneswar
Sunday, May 18, 2025
Homeଓଡିଶାଜୁନ୍ ୪ରେ ଜେଇଇ ଆଡଭାନସ୍

ଜୁନ୍ ୪ରେ ଜେଇଇ ଆଡଭାନସ୍

ଭୁବନେଶ୍ୱର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନସ୍ ଆସନ୍ତା ୨୦୨୩ ଜୁନ୍ ୪ ତାରିଖରେ ଆୟୋଜିତ ହେବ । ଏନେଇ ଆଇଆଇଟି ଗୌହାଟୀ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ୨୦୨୩ ଏପ୍ରିଲ୍ ୩୦ରୁ ଆରମ୍ଭ ହୋଇ ମେ ୪ ତାରିଖ ଯାଏ ଚାଲିବ । ମେ ୫ ତାରିଖ ଭିତରେ ଛାତ୍ରଛାତ୍ରୀ ଏହାର ଫି ଦାଖଲ କରିବେ । ଦୁଇଟି ପେପର୍ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ଉଭୟ ପେପର୍-୧ ଓ ପେପର୍-୨ ପରୀକ୍ଷା ଦେବେ । ତେବେ ପେପର୍-୧ ପରୀକ୍ଷା ସକାଲ ୯ଟାରୁ ୧୨ଟା ଓ ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking