ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡିର ଟାର୍ଗେଟ । ପ୍ରତିକ୍ରିୟା ରଖିଲେ ବିଧାୟକ ରାଜେନ୍ଦ୍ର ଢୋଲକିଆ । ପଶ୍ଚିମ ଓ ପୂର୍ବ ଓଡିଶା ବିବାଦ କିଛି ନୂଆ କଥା ନୁହେଁ । ନେତାମାନେ ଏକଥା ଗୁରୁତ୍ୱ ଦେଉଛନ୍ତି, ଲୋକ ନୁହଁନ୍ତି । ନବୀନ ପଟ୍ଟନାୟକଙ୍କ ସମୟରେ ଅନେକ ବିକାଶ ହୋଇଛି । ଓଡିଶା ୨ ଭାଗ ହେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ବିଜେପିର କଥା ଗୋଟେ, କାମ ଗୋଟେ ।










