24.1 C
Bhubaneswar
Tuesday, February 18, 2025
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା 

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତଗର୍ତ ଗୌରପୁର ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ମାନଂକୁ ବାଦ ଦିଆଯାଇଛି l ସେମାନଙ୍କ ନାମ ଚଞ୍ଚକତା କରି କାଟି ଦିଆଯାଇଛି l ଧନି ଶ୍ରେଣୀର ଲୋକମାନଙ୍କୁ ଦିଆଯାଇଛି l ଏହାର ତଦନ୍ତ କରିବା ପାଇଁ ଆଜି ଯାଜପୁର ଗ୍ରାମ୍ୟ ଉନ୍ନୟନ ପକଳ୍ପ ନିର୍ଦେଶଙ୍କୁ ହିତାଧିକାରୀମାନେ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l 2019 ମସିହାରେ ଆବାସ ଯୋଜନାରେ ଅନ୍ତଭୂକ୍ତ ଥିଲା ଆବାସ ପାଇବା ଫୋଟୋ ଓ କାଗଜ ପତ୍ର ନିଆ ଯାଇଥିଲା ପରେ ସେମାନଙ୍କ ନାମକୁ ଉଦେଶ୍ୟ ମୂଳକ ଭାବରେ ବାଦ ଦିଆଯାଇ କୋଠା ଘର ଥିବା ଓ ସରପଞ୍ଚଙ୍କ ସମର୍ଥକମାନଙ୍କ ନାମ ଯୋଡି ଦିଆଯାଇ ପ୍ରଧାନମନ୍ତ୍ରୀ ଆବାସ ଦିଆଗଲା l ବହୁବାର ଅଭିଯୋଗ କରିଥିଲେ କିନ୍ତୁ ସୁଫଳ ମିଳିଲା ନାହିଁ l ସରକାରଙ୍କ ଗାଇଡ଼ଲାଇନକୁ ଉଲଂଘନ କରାଯାଇଛି l ଏହାର ତଦନ୍ତ କରlଯାଇ ପ୍ରକୁତ ହିତାଧିକାରୀ ମାନଂକୁ ଆବାସ ଯୋଜନାରେ ଚୟନ କରିବା ପାଇଁ ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking