28.1 C
Bhubaneswar
Monday, March 31, 2025
Homeଓଡିଶାଅସହାୟ କୁ ସାହା ହେଲେ ପୋଲିସ ବାବୁପୋଲିସ ବିଭାଗ କୁ ପଥ ଅସହାୟ କୁ ସାହା...

ଅସହାୟ କୁ ସାହା ହେଲେ ପୋଲିସ ବାବୁପୋଲିସ ବିଭାଗ କୁ ପଥ ଅସହାୟ କୁ ସାହା ହେଲେ ପୋଲିସ ବାବୁପୋଲିସ ବିଭାଗ କୁ ପଥ ପଦର୍ଶ ହେଲେ ହେଲେ

ଯାଜପୁର( ଓଏନଏ): ସବୁ ପୋଲିସ ସମାନ ନୁହନ୍ତି କେତକ ପୋଲିସ ରକ୍ଷକ ହୋଇ ଭକ୍ଷକ ହୋଇଥାନ୍ତି ପୋଲିସ ର କାଯ୍ୟ କଳାପ ସମ୍ପର୍କ ରେ ଦୈନିକ ଗଣମାଧ୍ୟମ ରେ ପ୍ରକାଶ ପାଉଛି l ଏମିତ ସଚୋଟ ପୋଲିସ ଅଫିସର ଅଛନ୍ତି ସେମାନେ ଜନତା ଙ୍କ ପାଇଁ ଭଗବାନ ଙ୍କ ସଦୃଶ ହୋଇ ଥାନ୍ତି ଏପରି କି ରାଜ ନେତା ଙ୍କ ରୋଷ ଶିଖାର ହୋଇଥାନ୍ତି କିନ୍ତୁ ନିଜର କତ୍ତବ୍ୟ କୁ ନ ଭୁଲି କାର୍ଯ୍ୟ କରିଥାନ୍ତି ମାନବିକତା ଦେଖାଇ ଗରିବ ଲୋକ ମାନଂକୁ ସାହାଯ୍ୟ କରିଥାନ୍ତି l ଏପରି ଏକ ପୋଲିସ ଅଫିସର ନିଜ ମହନୀୟତା ଓ ମାନବିକତା ଦେଖାଇ ପୋଲିସ ବିଭାଗ ରେ ଉଦାହରଣ ପାଲିଟି ଛନ୍ତି l ପୋଲିସ ଅଫିସର ଯାଜପୁର ରୋଡ ଥାନା ର ସବଇନ୍ସପେକ୍ଟୟର ରାଜେଶ କୁମାର ସେଠି ସେ ପୋଲିସ କାର୍ଯ୍ୟ ରେ ଯେପରି ଦକ୍ଷ ଦିନ ଦରିଦ୍ର ସେବା କରି ସମସ୍ତ ଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି l.ସେ ନିଜ ର ମହନୀୟତା ଦେଖାଇଛନ୍ତି
ଶଙ୍ଖଚିଲା ନାଉଡପୁର ଗ୍ରାମର ୨ pଜଣ ନିରାଶ୍ରୟା ବୃଦ୍ଧା ଭୋକ ଉପାସରେ ଦିନ କାଟୁଛନ୍ତି। ଏ ବିଷୟରେ ସୂଚନା ପାଇ ଯାଜପୁର ରୋଡ଼ ଥାନାର ସବଇନ୍ସପେକ୍ଟୟର ରାଜେଶ କୁମାର ସେଠୀ ଆଜି ସେମାନଙ୍କ ନିକଟରେ ପହଞ୍ଚି ତାଙ୍କୁ ୧ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି। ତେବେ ରାଜେଶ ବାବୁଙ୍କ ଏଭଳି ପ୍ରୟାସ ପାଇଁ ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ବିନ୍ଦୁ ପାଲିଟି ଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking