28.1 C
Bhubaneswar
Wednesday, May 22, 2024
Homeଓଡିଶାଚତୁର୍ଥ କୋଭିଡ୍ ଡୋଜ୍ ଅନାବ୍ୟଶକ: ବିଶେଷଜ୍ଞ

ଚତୁର୍ଥ କୋଭିଡ୍ ଡୋଜ୍ ଅନାବ୍ୟଶକ: ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌ର ଚତୁର୍ଥ ଡୋଜ୍ ଅନାବ୍ୟଶକ ବୋଲି ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ)ର ଏପିଡେମିଓଲୋଜି ଓ କମ୍ୟୁନିକେବୁଲ ଡିଜିଜ୍ ବିଭାଗର ପୂର୍ବତନ ମୁଖ୍ୟ ଡଃ ରମଣ ଗଙ୍ଗାଖେଡ୍‌କର କହିଛନ୍ତି । ବର୍ତ୍ତମାନ ଭାରତରେ କୋଭିଡ୍‌ର ଦୈନିକ ସଂକ୍ରମଣ ପ୍ରାୟ ଅସ୍ତିତ୍ୱ ହରାଇଥିବାବେଳେ ନୂଆ ଭାରିଆଣ୍ଟ ମଧ୍ୟ ଘାତକ ପ୍ରମାଣିତ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ଯଦି ଜଣେ ବ୍ୟକ୍ତି ତିନିଟି ଡୋଜ୍ (ବୁଷ୍ଟର ସମେତ) ଟିକା ନେଇସାରିଥାନ୍ତି, ତେବେ ତାଙ୍କ ପକ୍ଷରୁ ଚତୁର୍ଥ ଡୋଜ୍‌ର ଆବଶ୍ୟକତା ଉଠୁନାହିଁ ବୋଲି ସେ କହିଛନ୍ତି । ନୂଆ ଭାରିଆଣ୍ଟ୍ ରୁପରେଖଳ ବଦଳାଉନଥିବାରୁ ନୂତନ ଟିକା କିମ୍ବା ଚତୁର୍ଥ ଡୋଜ୍ ନେବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking