ସମ୍ବଲପୁର: ସମ୍ବଲପୁର ଗୁଇନ୍ଦା ରିପୋର୍ଟ ନେଇ ରାଜ୍ୟ ବିଜେପି ସଭାପତିଙ୍କ ପ୍ରତିକ୍ରିୟା । ସରକାର ବ୍ୟବସ୍ଥା କରିଥିଲେ ଅଭାବନୀୟ ପରିସ୍ଥିତି ହୋଇନଥାନ୍ତା । ହନୁମାନ ଜୟନ୍ତୀ ସମ୍ବଲପୁର ହେବନି ଓଡିଶାରେ ହବନି କେଉଁଠି ହେବ । ସରକାରଙ୍କ ଦାୟିତ୍ୱ ହେଉଛି ସୁରକ୍ଷା ଦେବା । ୧୧ ତାରିଖରେ ରିପୋର୍ଟ ଆସିଥିଲା ସଜାଗ ରହିବା ପାଇଁ ।
୫ ତାରିଖରେ ମଧ୍ୟ ଗୃହ ମନ୍ତ୍ରାଳୟ ସଚରକ୍ଷା ପାଇଁ କହିଥିଲେ । ଯଦି ଏସପି କହୁଛନ୍ତି ଯୋଜନାବଦ୍ଧ ଥିଲା ତେବେ ଫେଲ୍ ହେଲେ କାହିଁକି । ନିୟନ୍ତ୍ରଣ ପାଇଁ କେନ୍ଦ୍ରକୁ ରାପିଡ ଆକ୍ସନ ଫୋର୍ସ ମାଜିଲେନି । ମୋଦି ୯ ବର୍ଷ ହେଲାଣି ଦାୟିତ୍ୱ ନେଲେଣି କେଉଁଠି ତ ଗଣ୍ଡଗୋଳ ହେଉନି । ସଂସଦୀୟ ଟିମ୍ ସମ୍ବଲପୁର ଆସୁଛି ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ମନମୋହନ ସାମଲ ।