31.1 C
Bhubaneswar
Monday, June 17, 2024
Homeଓଡିଶାକାଲିଠୁ ବଢିବ ତାତି !

କାଲିଠୁ ବଢିବ ତାତି !

ଭୁବନେଶ୍ୱର : ଆସନ୍ତା କାଲିଠୁ ରାଜ୍ୟରେ ବଢିବ ଦିନର ତାପମାତ୍ରା । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ଦିନ ଯାଏଁ ହିଟ୍ଭ୍ ସ୍ଥିତି ସମ୍ଭାବନା ନାହିଁ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକାଙ୍କ ସୂଚନା ଅନୁଯାୟୀ, କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ଆଶଙ୍କା ରହିଛି । ୯୨.୮ ମିମି ସର୍ବାଧିକ ନୟାଗଡର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ବର୍ଷା ୭୮ ମିମି ବର୍ଷା ରେକର୍ଡ କରାଯ ।ଇଛି । ତେବେ ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । ଅନ୍ୟପକ୍ଷେ ଏଥର ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ତେବେ ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ସଂସ୍ଥା । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking