34.1 C
Bhubaneswar
Friday, October 18, 2024
Homeଓଡିଶାଆଇଟି ରେଡ୍ : ୨ ଦିନରେ ୪୬ କୋଟି ଗଣତି

ଆଇଟି ରେଡ୍ : ୨ ଦିନରେ ୪୬ କୋଟି ଗଣତି

ବଲାଙ୍ଗୀର : ଆଇଟି ରେଡ୍ ; ୨ ଦିନରେ ଗଣତି ହୋଇଛି ପ୍ରାୟ ୪୬ କୋଟି ଟଙ୍କା । ସୂଚନା ଦେଲେ ବଲାଙ୍ଗିର ଏସ୍‌ବିଆଇ ରିଜିଓନାଲ ମ୍ୟାନେଜର । ବ୍ୟାଙ୍କ କୁ ମୋଟ ୧୭୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଆସିଛି । ପୂର୍ବରୁ ୧୫୬  ଓ ଗତକାଲି ୨୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଆସିଛି । ଏବ ଯାଏଁ ୪୦ଟି ବ୍ୟାଗ୍‌ର ଗଣତି ଶେଷ ହୋଇଛି । ୨ ଦିନର ପ୍ରାୟ ୪୬ କୋଟି ଟଙ୍କା ଗଣତି ହୋଇଛି । ଏବେ ଗଣତି ପାଇଁ ୨୫ ଟି ମେସିନ ଓ ୫୦ କର୍ମଚାରୀ ସାମିଲ । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି । ସମ୍ବଲପୁର ଯନ୍ତ୍ରୀ ଆସିଛନ୍ତି , ମେସିନ ଖରାପ ହେଲେ ସଜାଡିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking