29.1 C
Bhubaneswar
Wednesday, June 4, 2025
Homeଓଡିଶାନାମାଙ୍କନ ଦାଖଲ କଲେ ଭର୍ତ୍ତୃହରି ମହତାବ

ନାମାଙ୍କନ ଦାଖଲ କଲେ ଭର୍ତ୍ତୃହରି ମହତାବ

କଟକ : ନାମାଙ୍କନ ଦାଖଲ କଲେ ଭର୍ତ୍ତୃହରି ମହତାବ । କଟକ ବିଜେପିର ଲୋକସଭା ପ୍ରାର୍ଥୀ ହେଉଛନ୍ତି ଭର୍ତ୍ତୃହରି ମହତାବ । ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଭର୍ତ୍ତୃହରି ଜଣେ ଭାରତୀୟ ରାଜନେତା ଭାବେ ବିଜୁ ଜନତା ଦଳର ସଦସ୍ୟ ଥିଲେ ଏବଂ ୨୮ ମାର୍ଚ୍ଚ ୨୦୨୪ରେ ବିଜେଡିରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking